ଚାଲିଛି ଚୋରାଚାଲାଣ ପାହାଡ଼ରୁ ଲୁଟ ହେଉଛି ମୋରମ

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୩-୦୯-୨୦୨୩ ଦର୍ପଣ ତହସିଲ ଅଧୀନ ମାଣ୍ଡୁକ ପାହାଡ଼ରୁ ନିୟମିତ ମୋରମ ଚୋରାଚାଲାଣ ଚାଲିଛି | ଏଠାରେ ନାମକୁ ମାତ୍ର ଏକ ମୋରମ ଲିଜ ଖାଦାନ ରହିଛି | ଦର୍ପଣ ତହସିଲ ଓ ଖଣି ବିଭାଗର ଅଧିକାରୀମାନେ ଏହି ଖାଦାନରେ ପହଞ୍ଚିଥିଲେ | ତଦନ୍ତ ଦଳ କେବଳ ବୁଲାବୁଲି କରି ଫେଇଯାଇଛନ୍ତି | ତେବେ ତଦନ୍ତ ପୂର୍ବରୁ ମୋରମ ମାଫିଆମାନେ ସେମାନଙ୍କର ୩ଟି ମେସିନ ଓ ଗାଡ଼ିଗୁଡ଼ିକୁ ହଟାଇ ଦେଇଥିଲେ | ଏହାପରେ ଅଧିକାରୀମାନେ ପୁଲିସ … Continue reading ଚାଲିଛି ଚୋରାଚାଲାଣ ପାହାଡ଼ରୁ ଲୁଟ ହେଉଛି ମୋରମ